ମଣିପୁର : ମଣିପୁର ଚୁରାଚନ୍ଦପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ମଣିପୁର ସାହସ ଓ ବୀରତ୍ୱର ଭୂମି । ମୁଁ ମଣିପୁରର ଲୋକମାନଙ୍କର ଉତ୍ସାହକୁ ସଲାମ କରୁଛି । ପ୍ରବଳ ବର୍ଷା ସତ୍ତ୍ୱେ ଆପଣମାନେ ଏଠାକୁ ଆସିଛନ୍ତି , ମୁଁ ଧନ୍ୟବାଦ ଜଣାଉଛି । ମଣିପୁର ନାମରେ ମଣି ଶବ୍ଦ ରହିଛି । ମଣି ଭବିଷ୍ୟତରେ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳକୁ ଉଜ୍ୱଳ କରିବାର ପ୍ରତୀକ । ସରକାର ମଣିପୁରକୁ ବିକାଶର ପଥରେ ଆଗେଇ ନେବାକୁ ଚେଷ୍ଟା କରୁଛନ୍ତି । ପ୍ରାୟ ୭୦୦୦ କୋଟି ଟଙ୍କାର ପ୍ରକଳ୍ପଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ମଣିପୁର ଏକ ସୀମାନ୍ତ ରାଜ୍ୟ , ଯୋଗାଯୋଗ ସବୁବେଳେ ଏକ ଚ୍ୟାଲେଞ୍ଜ । ମୁଁ ଭଲ ଭାବେ ବୁଝୁଛି ଯେ ଭଲ ରାସ୍ତାର ଅଭାବ ହେତୁ ଆପଣ ଅସୁବିଧାରେ । ମଣିପୁରରେ ରାସ୍ତା ଓ ରେଳପଥ ପାଇଁ ବଜେଟ ବୃଦ୍ଧି କରାଯାଇଛି ।
ମଣିପୁର ଗତ ୨ ବର୍ଷ ହେଲା ହିଂସା ସହ ଜଡିତ ରହିଛି । ମୋଦି ଲୋକମାନଙ୍କୁ ଶାନ୍ତିର ଆହ୍ବାନ କରିଛନ୍ତି । ବିତି ଯାଇଥିବା ୧୧ ବର୍ଷରେ ତାଙ୍କ ସଂଘର୍ଷ ଶେଷ ହୋଇଛି । ଆଶା ଓ ବିଶ୍ବାସର ସୂର୍ୟ୍ୟ ଉଦୟ ହୋଇଛି । ବିତି ଯାଇଥିବା କିଛି ବର୍ଷରେ ଏଠାରେ ବାସ କରୁଥିବା କିଛି ଲୋକଙ୍କ ବିକାଶକୁ ପ୍ରାଥମିକତା ଦିଆଯାଇଛି । ମୁଁ ବିଶ୍ବାସ କରୁଛି ଆଗକୁ ବିଶ୍ବାସ ଓ ବଳ ମିଳିବ । ମୁଁ ସମସ୍ତ ସଂଗଠନକୁ ଅପିଲ କରୁଛି ଶାନ୍ତି ର ସହିତ ସମସ୍ତେ ଆଗକୁ ବଢନ୍ତୁ । ନିଜର ପିଲା ମାନଙ୍କର ଭବିଷତ ସୁନିଶ୍ଚିତ କରିବା ପାଇଁ ଓ ସେମାନଙ୍କର ସ୍ବପ୍ନକୁ ପୁରା କରିବା ପାଇଁ ଚେଷ୍ଟା କରିବି । ମୁଁ ଆପଣଙ୍କ ସହ ଅଛି କହିଲେ ପ୍ରଧାନମନ୍ତ୍ରୀ ମୋଦି ।
ମଣିପୁର ସାହସ ଓ ବୀରତ୍ୱର ଭୂମି ; ମୋଦି
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







