The Ultimate Managed Hosting Platform
ADVERTISEMENT

ମଝିରୁ ଅଲଗା ହେଲା ମାଲବାହୀ ଟ୍ରେନ

Facebook
Twitter
LinkedIn

କେସିଙ୍ଗା : କେସିଙ୍ଗା ଷ୍ଟେସନରେ ମଝିରେ ଅଲଗା ହୋଇଗଲା ମାଲବାହୀ ଟ୍ରେନ । ଆଲୁମିନିୟମ ଲାଡେ କରି ଟ୍ରେନଟି ଦାମନଯୋଡିରୁ ଅନୁଗୁଳ ଯାଉଥିଲା । ଦାମନଯୋଡିରୁ ଆଲୁମିନା ବୋଝଇ କରି ଅନୁଗୁଳ ଯାଉଥିବା ଟ୍ରେନଟି ମଝି ଭାଗରୁ ଛିଡି ଅଲଗା ହୋଇଯାଇଛି । ପାଖାପାଖି ୩୦ ମିଟର ଇଞ୍ଜିନ ଛାଡି ପଳାଇଲା ବଗି । ଡ୍ରାଇଭର ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି।ଘଟଣା ସ୍ଥଳରେ ସ୍ଥାନୀୟ ରେଳ ବିଭାଗ ପହଂଚିଛି ତଦନ୍ତ କରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login