The Ultimate Managed Hosting Platform
ADVERTISEMENT

ଭ୍ୟାନ ଧକ୍କାରେ ବାପାପୁଅଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ଭବାନୀପାଟଣା : ଭ୍ୟାନ ଧକ୍କାରେ ବାପା ଓ ୬ ବର୍ଷର ପୁଅର ଚାଲିଗଲା ଜୀବନ । ମାଆ ଓ ୧୨ ବର୍ଷର ଝିଅ ଗୁରୁତର ଆହତ ହୋଇଥିବା ବେଳେ ନର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନର୍ଲା ଥାନା ନୂଆ ଦହେଲି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକରେ ୪ ଜଣ ଆସୁଥିବା ବେଳେ ଧକ୍କା ଦେଇଥିଲା ବ୍ୟାନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login