The Ultimate Managed Hosting Platform
ADVERTISEMENT

ଭୋପାଳ ସ୍ଥିତ ସତପୁରା ଭବନରେ ଭୟାବହ ଅଗ୍ନିକାଣ୍ଡ

Facebook
Twitter
LinkedIn

ଭୋପାଳ: ସତପୁରା ଭବନରେ ଭୟଙ୍କର ଅଗ୍ନିକାଣ୍ଡ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସ୍ଥିତ ସତପୁରା ଭବନରେ ଭୟାବହ ଅଗ୍ନିକାଣ୍ଡ । ସତପୁରା ଭବନର ୩ୟ ମହଲାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ବିଲ୍ଡିଂର ୩ୟ ମହଲାରେ ସ୍ୱାସ୍ଥ୍ୟ ବିଭାଗ ସମେତ ଅନେକ ସରକାରୀ ବିଭାଗର ଅଫିସ ବି ଅଛି। ତେଣୁ ଅଗ୍ନିକାଣ୍ଡରେ କାର୍ୟ୍ୟାଳୟରେ ରଖାଯାଇ ଥିବା ଅନେକ ପ୍ରମୁଖ କାଗଜପତ୍ର ଜଳି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଛି । ତେବେ ନିଆଁ ଲାଗିବାର କାରଣ ଏବେ ବି ଅସ୍ପଷ୍ଟ ଥିବାବେଳେ ଏସିରେ ବ୍ଲାଷ୍ଟ ହେବା କାରଣରୁ ଏହି ନିଆଁ ଲାଗିଥିବା କିଛି ମିଡ଼ିଆ ରିପୋର୍ଟରେ କୁହାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login