ପୋଲସରା : ସାଙ୍ଗମାନେ ମିଶି ଭୋଜି କରୁଥିବା ବେଳେ ଗଣ୍ଡଗୋଳ । ଗରେଇଝୁଳି ଗାଁରେ ଭୋଜି କରୁଥିବା ବେଳେ ଗଣ୍ଡଗୋଳ । ନିଜ ଭଇତରେ ଗଣ୍ଡୋଳ ଘଟି ୩ ଆହତ । ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ହେବାରୁ ଏମକେସିଜି ସ୍ଥାନାନ୍ତର । ଗଣ୍ଡଗୋଳ ବେଳେ ଫାଙ୍କା ଗୁଳି ମଧ୍ୟ ଫୁଟାଇଥିଲେ ।
ଗୁରୁତର ବ୍ୟକ୍ତି ହେଲେ କେନ୍ଦୁବାଡି ପଞ୍ଚାୟତର ସମିତିସଭ୍ୟ ନରେନ୍ଦ୍ର ସ୍ୱାଇଁ । ବିଳମ୍ବିତ ରାତିରେ ଗରେଇଝୁଳି ଗାଁରେ ଏକ ଇଟା ଭାଟିରେ ବଣଭୋଜି ବେଳେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ହେଉଥିବା ବେଳେ ସମାଧାନ ଲାଗି ଯାଇଥିବା କେନ୍ଦୁବାଡି ପଞ୍ଚାୟତର ସମିତିସଭ୍ୟ ଏବଂ ତାଙ୍କ ଭାଇଙ୍କୁ ଆକ୍ରମଣ ସହ ଗୁଳି ମାଡ଼ ହୋଇଥିବା ଜଣାପଡିଛି ।
Views: 82