The Ultimate Managed Hosting Platform
ADVERTISEMENT

ଭୋଜନାଳୟରେ ଲାଗିବ ମାଲିକଙ୍କ ନାମ

Facebook
Twitter
LinkedIn

ଲକ୍ଷ୍ନୌ: ଭୋଜନାଳୟରେ ଲାଗିବ ମାଲିକଙ୍କ ନାମ । ଏ ନେଇ ନିଦେ୍ର୍ଦଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ କନୱାର ଯାତ୍ରା ମାର୍ଗରେ ଥିବା ସମସ୍ତ ଭୋଜନାଳୟରେ ସେମାନଙ୍କ ମାଲିକଙ୍କ ନାମ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶନାମା ଅନୁଯାୟୀ ପ୍ରତ୍ୟେକ ଖାଦ୍ୟ ଦୋକାନ କିମ୍ବା କାର୍ଟ ମାଲିକଙ୍କୁ ମାଲିକଙ୍କ ନାମ ବୋର୍ଡରେ ରଖିବାକୁ ପଡ଼ିବ। କାନୱାର ତୀର୍ଥଯାତ୍ରୀଙ୍କ ପବିତ୍ରତା ରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ, ପ୍ରତ୍ୟେକ ଭୋଜନାଳୟ, ରେଷ୍ଟୁରାଣ୍ଟ ହେଉ, ରାସ୍ତା କଡ଼ରେ ଥିବା ଢାବା, କିମ୍ବା ଖାଦ୍ୟ କାର୍ଟ ହେଉ, ସେଥିରେ ମାଲିକଙ୍କ ନାମ ପ୍ରଦର୍ଶନ କରିବାକୁ ପଡଡ଼ି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login