The Ultimate Managed Hosting Platform
ADVERTISEMENT

ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ

Facebook
Twitter
LinkedIn

ଇଣ୍ଡୋନେସିଆ : ଇଣ୍ଡୋନେସିଆ ସୁମାତ୍ରା ଦ୍ବୀପରେ ୬.୪ ତୀବ୍ରତାର ଭୂକମ୍ପ ଆସିଛି । ଭୂକମ୍ପ ଝଟକା ଆଚେ ପ୍ରାନ୍ତ ପାଖରେ ଅନୁଭୂତ ହୋଇଛି । ଇଣ୍ଡୋନେସିଆ ପାଣିପାଗ, ଜଳବାୟୁ ଏବଂ ଭୂଭୌତିକ ଏଜେନ୍ସୀ ଅନୁସାରେ ଭୂକମ୍ପର କେନ୍ଦ୍ର ୧୦ କିମି ଗଭୀର ରହିଛି । କିନ୍ତୁ ସୁନାମୀ ଆଲର୍ଟ ଦିଆଯାଇନାହିଁ । ଭୂକମ୍ପ ଝଟକା କେବଳ ପ୍ରଭାବିତ ଅଞ୍ଚଳ ନୁହେଁ ବରଂ ଆଖପାଖରେ ମଧ୍ୟ ଅନୁଭୂତ ହୋଇଛି । ଭୂକମ୍ପ ଝଟକା ଏତେ ଜୋରରେ ଥିଲା ଯେ, ବିଲିଡିଂ ଦୋହଲିଯାଇଥିଲା । ଇଣ୍ଡୋନେସିଆ ଏବେ ପାକ୍ତିକ ବିପର୍ୟ୍ୟୟରେ ସମସ୍ୟାରେ ଘାଣ୍ଟି ହେଉଛି । ଭୂକମ୍ପ ହେବାର ଗୋଟେ ଦିନ ପୂର୍ବରୁ ଉତ୍ତରୀ ସୁମାତ୍ରା ପ୍ରାନ୍ତରେ ମୁଷାଳଧାର ବର୍ଷା କାରଣରୁ ହଠାତ୍ ବନ୍ୟା ଏବଂ ଭୂସ୍ଖଳନରେ ୨୪ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login