The Ultimate Managed Hosting Platform
ADVERTISEMENT

ଭୂକମ୍ପରେ ଥରିଲା ନେପାଳ, ୩୬ରୁ ଅଧିକ ଲୋକଙ୍କ ଗଲାଣି ଜୀବନ

Facebook
Twitter
LinkedIn

ନୂଆଦିଲ୍ଲୀ : ନେପାଳରେ ବଡ ଧରଣର ଭୂକମ୍ପ ସୃଷ୍ଟି ହୋଇଛି । ଏଥିରେ ୩୬ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । କମ୍ପର ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୭.୧ । ନେପାଳର ଲୋବୁଚେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ।
ସୂଚନା ଅନୁଯାୟୀ ଭାରତୀୟ ସମୟ ସକାଳ ୬ଟା ୩୫ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ପ୍ରଭାବ ଉତ୍ତର ଭାରତରେ ଅନୁଭୂତ ହୋଇଛି । ଦିଲ୍ଲୀ, ବିହାର, ଆସାମ ଓ ପଶ୍ଚିମବଙ୍ଗ ପର୍ୟ୍ୟନ୍ତ ଦେଖାଯାଇଛି। ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଭୟଭୀତ ହୋଇପଡିଥିଲେ । ନିଜ ଘରୁ ବାହାରକୁ ଚାଲିଥିଲେ। ଭୂକମ୍ପ ପରେ ବାରମ୍ବାର ଝଟକା ଅନୁଭୂତ ହୋଇଥିିଲା । କୁହାଯାଉଛି ଯେ ଭାରତ ସହିତ ନେପାଳ ଏବଂ ତିବ୍ଦତରେ ମଧ୍ୟ ଭୂକମ୍ପ ଘଟିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login