The Ultimate Managed Hosting Platform
ADVERTISEMENT

ଭୁବନେଶ୍ୱର ଡିସିପି ଅଫିସ୍‌କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା , ଅଫିସ୍‌କୁ ସିଲ୍ କଲେ ଜେଡିସି ମହେନ୍ଦ୍ର ବଢେଇ

Facebook
Twitter
LinkedIn

ଭୁବନେଶ୍ୱର: ବାଣୀବିହାର ସ୍ଥିତ ଡିସିପ ଅଫିସ୍‌କୁ କଣ୍ଟେନମେଣ୍ଟ ଜୋନ୍ ରେ ଘୋଷଣା କଲେ ଭୁବନେଶ୍ୱର ମହାନଗର ନିଗମର ଦକ୍ଷିଣ ପୂର୍ବ ଜୋନ୍ ଜେଡିସି ମହେନ୍ଦ୍ର ବଢେଇ । ଡିସିପି ଅଫିସ୍‌ରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ସଂକ୍ରମଣକୁ ରୋକିବା ଲାଗି ବିଏମ୍‌ସି ପଦକ୍ଷେପ ନେଇଛି । ଡିସିପି ଅଫିସ୍‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସଂକ୍ରମଣ ରୋକିବା ଲାଗି ଡିସିପି ଅଫିସ୍‌କୁ କଣ୍ଟେନମେଣ୍ଟ ଜୋନ୍ ରେ ଘୋଷଣା କରି ସିଲ୍ କରିଛନ୍ତି ବିଏମ୍‌ସିର ଜେଡିସି ମହେନ୍ଦ୍ର ବଢେଇ। ଏ ନେଇ ସାଧାରଣ ଲୋକ ମାନଙ୍କୁ ଡିସିପି ଅଫିସ୍ ଯିବାକୁ ବାରଣ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login