The Ultimate Managed Hosting Platform
ADVERTISEMENT

ଭୁବନେଶ୍ୱର କୋର୍ଟ ଆଗରେ ମହିଳାଙ୍କୁ ପିଟିଲା ଇନୋଭା

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର କୋର୍ଟ ଆଗରେ ଭୟଙ୍କର ଦୁର୍ଘଟଣା । ବାଇକରେ ଯାଉଥିବା ମହିଳାଙ୍କୁ ପିଟିଲା ଇନୋଭା । ଗୁରୁତର ମହିଳା ଜଣକ ହସ୍ପିଟାଲରେ ଭର୍ତ୍ତି । ମଦ୍ୟପାନ କରି ଡ୍ରାଇଭର ଗାଡି ଚଳାଉଥିବା ଅଭିଯୋଗ । ସିସିଟିଭି ଆଧାରରେ ତଦନ୍ତ କରୁଛି ପୋଲିସ । ସ୍ୱାମୀ ଓ ଛୋଟ ପିଲା ସହ ବାଇକରେ ଯାଉଥିଲେ ମହିଳା । ଏହି ସମୟରେ ପଛ ପଟୁ ଦ୍ରୁତ ଗତିରେ ଏକ ଇନୋଭା କାର ବାଇକୁ ଧକ୍କା ଦେଇଥିଲା । ମହିଳା ଜଣଙ୍କ ତଳେ ପଡିଯିବା ପରେ ତାଙ୍କ ମୁଣ୍ଡ ଉପରେ ଇନୋଭା ଚଢାଇ ଫେରାର ହୋଇଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login