The Ultimate Managed Hosting Platform
ADVERTISEMENT

ଭୁବନେଶ୍ୱରରେ ଶିବରାଜ, କହିଲେ ରାଜ୍ୟରେ ଚାଲିଛି ଆଉଟସୋର୍ସିଂ ସରକାର

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ନେତା ଶିବରାଜ ସିଂ ଚୈାହ୍ୱାନ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈାହ୍ୱାନ ଆସି ପହଁଚିଛନ୍ତି । କଟକ ଏବଂ ଜଗତସିଂହପୁରରେ ଦଳୀୟ କାର୍ଯକ୍ରମରେ ଯୋଗଦେବେ । ଓଡ଼ିଶା ଗସ୍ତରେ ଆସିଥିବା ଶିବରାଜ ରାଜ୍ୟରେ ଆଉଟ ସୋର୍ସିଙ୍ଗ ସରକାର ଚାଲିଥିବା କହି ସମାଲୋଚନା କରିଛନ୍ତି । ସେହିପରି ଓଡ଼ିଶାରେ ବିଜେପି ପୁରା ବଳ ଲାଗାଇ ଲଢ଼ିବ ଓ ଜିତିବ ବୋଲି ସେ କହିଛନ୍ତି । ଏଠାରେ ମହିଳା ମାନେ ଅସୁରକ୍ଷିତ ଏବଂ ବେଲଗାମ ଅଧିକାରୀ ମାନେ ଓଡ଼ିଶାକୁ ଭ୍ରଷ୍ଟାଚାରରେ ଫସାଇଥିବା ଅଭିଯୋଗ ଆଣି ବର୍ଷିଛନ୍ତି । ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା କାର୍ୟ୍ୟକାରୀ କରାଯାଉନଥିବା ସେ କହିଛନ୍ତି । ଓଡ଼ିଶାରେ ୮୬ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚାହାନ୍ତି । ତେଣୁ ଗତ ନିର୍ବାଚନଠାରୁ ଲୋକସଭାରେ ଅଧିକ ସିଟ୍ ପାଇବା ସହ ବିଧାନସଭାରେ ପୂର୍ଣ୍ଣ ବହୁମତ ପାଇବା ନେଇ ସେ ଦାବି କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login