The Ultimate Managed Hosting Platform
ADVERTISEMENT

ଭୁବନେଶ୍ୱରରେ ନିଜକୁ ଜାଳିଲେ ଯୁବକ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ । ଏକ ଘରୋଇ କଲେଜ ପରିସରରେ ଆତ୍ମାହୁତି ଉଦ୍ୟମ । ଖଣ୍ଡଗିରି ଥାନା ଅଧିନ ଏକ ଘରୋଇ କଲେଜ ପରିସରରେ ଅଘଟଣ । ଘରୋଇ କଲେଜର ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ଯୁବକଙ୍କ ୧୫ ପ୍ରତିଶତ ପୋଡିଯାଇଛି । ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଭାଇ-ଭଉଣୀଙ୍କ ସହ ବିବାଦକୁ ନେଇ ଏଭଳି କାଣ୍ଡ କରିଛନ୍ତି ଯୁବକ । ତାଙ୍କ ଘର ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳର। ଯୁବକଙ୍କ ବୟସ ୩୦ ବର୍ଷ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login