ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ବଜ୍ରକାପ୍ତା ବେପାରୀ । ବୈାଦ୍ଧରୁ ଆଣି ଭୁବନେଶ୍ୱରରେ ବିକୁଥିବା ବେଳେ ମାଡିବସିଲା ଏସଟିଏଫ । ଲକ୍ଷାଧିକ ଟଙ୍କାର ବଜ୍ରକାପ୍ତା କାତି ଜବତ । ଗିରଫ ବ୍ୟକ୍ତି ହେଲେ ବୌଦ୍ଧ ଜିଲ୍ଲା ଗୋଛାବାଡର ସ୍ବାଭିମାନ ନାୟକ । ସେ ଜୀବନ୍ତ ବଜ୍ରକାପ୍ତା ମାରି ତାର କାତି ବାହାର କରି ବିକ୍ରି କରୁଥିବା ତଦନ୍ତରୁ ଜଣାପଡ଼ିଛି ।
Views: 96











