ଭୁବନେଶ୍ୱର : କଲେଜ ଛାତ୍ରଙ୍କୁ ଛୁରାମାଡ ,ହସ୍ପିଟାଲରେ ଭର୍ତ୍ତି । ପାଣ୍ଡବ ନଗରରେ ଥିବା ଏକ ଘରୋଇ କଲେଜ ଛାତ୍ରଙ୍କୁ ଛୁରାମାଡ । ଯୁକ୍ତ ୩ ୨ୟ ବର୍ଷର ଛାତ୍ରଙ୍କୁ ଛୁରାମାଡ କରି ସହପାଠୀ ଫେରାର । ଦୁହିଙ୍କ ମଧ୍ୟରେ ବଚସାରୁ ଅଣଛାତ୍ରଙ୍କୁ ଡାକି ଗେଟ ସାମ୍ନାରେ ଆକ୍ରମଣ । ଆହତ ଛାତ୍ର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ।
Views: 85