The Ultimate Managed Hosting Platform
ADVERTISEMENT

ଭୁଜାଲିରେ ହାଣି ୨ ଲକ୍ଷ ଲୁଟ

Facebook
Twitter
LinkedIn

ରାଜଗାଙ୍ଗପୁର : ଭୁଜାଲିରେ ହାଣି ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠୁ ଲୁଟ । ଜାମପାଲି ଛକରେ ଭୁଜାଲି ମାଡ କରି ଲୁଟି ନେଲେ ୨ ଲକ୍ଷ ଟଙ୍କା । ୪ ଦୁର୍ବୁତ୍ତ ବାଇକରେ ଆସି ଲୁଟ କରିଥିବା ନେଇ ଅଭିଯୋଗ । ଗୁରୁତର ଅବସ୍ଥାରେ ପେଟ୍ରୋଲ ପମ୍ପ କର୍ମଚାରୀ ମେଡିକାଲରେ ଭର୍ତ୍ତି । ବ୍ୟାଙ୍କକୁ ୨ ଲକ୍ଷ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ୩ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଜମାପାଲି ବାଇପାସରେ ବାଇକରେ ଆସି ତାଙ୍କୁ ଛୁରୀରେ ଆକ୍ରମଣ କରି ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ରାଜଗାଙ୍ଗପୁର ପୋଲିସ ଘଟଣାର ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login