The Ultimate Managed Hosting Platform
ADVERTISEMENT

ଭିତରକନିକାରେ ପ୍ରଥମ ଥର ଚାଲିବ ବିଳାସପୂର୍ଣ୍ଣ ବୋଟ

Facebook
Twitter
LinkedIn

ରାଜନଗର : ପର୍ଯ୍ୟଟକ ମାନଙ୍କ ପାଇଁ ଖୁସି ଖବର । ଭିତରକନିକାରେ ପ୍ରଥମ ଥର ଚାଲିବ ବିଳାସପୂର୍ଣ୍ଣ ବୋଟ । ଏହା ସହ ପଞ୍ଚତାରକାର ହୋଟେଲର ସୁବିଧା ସୁଯୋଗ ସହ ଦେଶୀ ଓ ବିଦେଶୀ ଖାଦ୍ୟର ସୁବିଧା ମିଳିବ । ବୋଟ ମଧ୍ୟରେ ସୋଲାର , ଜେନେରେଟର , ଏସି ଭଳି ବିଭିନ୍ନ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ଭିତରକନିକାରେ ଚାରୋଟି ବୋଟ ଚାଲିବାକୁ ଥିବା ବେଳେ ଖୁବଶୀଘ୍ର ପ୍ରଥମେ ଦୁଇଟି ବୋଟ ଚାଲିବା ପାଇଁ ଯାଉଛି । ପ୍ରତି ବୋଟରେ ରହିଛି ୨ଟି ଲେଖାଏ ବେଡରୁମ । ଯେଉଁଥିରେ ୨ ଜଣ ଲେଖାଏଁ ୪ ଜଣ ପର୍ଯ୍ୟଟକ ରହିପାରିବେ । ପ୍ରତି ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ୨୫ ହଜାର ଟଙ୍କା ଦେବାକୁ ପଡିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login