The Ultimate Managed Hosting Platform
ADVERTISEMENT

ଭିଡ ହିଂସା; ସୁପ୍ରିମକୋର୍ଟଙ୍କ ନୋଟିସ

Facebook
Twitter
LinkedIn

ନୂଆଦିଲ୍ଲୀ : ଭିଡ ହିଂସାରେ ପୀଡିତଙ୍କ ପାଇଁ କ୍ଷତିପୂରଣ ଯୋଜନା କରିବାକୁ ନିଦେ୍ର୍ଦଶ । କେନ୍ଦ୍ର ଓ ଓଡିଶା ସମେତ ୬ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ । ୬ ରାଜ୍ୟର ପୋଲିସ ମୁଖ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ । ଏକ ଜନସ୍ୱାର୍ଥ ମାମଲା ଆଧାରରେ ସୁପ୍ରିମକୋର୍ଟଙ୍କ ନୋଟିସ । ପୋଲିସ ନିଜ ଆଡୁ ମାମଲା ଦାଏର କରିବାକୁ ନିଦେ୍ର୍ଦଶ । ୧୫୩() ଆଧାରରେ ନିଜ ଆଡୁ ମାମଲା ରୁଜୁ ପାଇଁ ନିଦେ୍ର୍ଦଶ । ୬ ରାଜ୍ୟରେ ଭିଡ ହିଂସାକୁ ନେଇ ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ । ୬ ରାଜ୍ୟ ହେଲେ ଓଡିଶା,ହରିୟାଣା, ଏମପି, ବିହାର , ରାଜସ୍ଥାନ ଓ ମହାରାଷ୍ଟ୍ର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login