The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

Facebook
Twitter
LinkedIn

ଖୋର୍ଦ୍ଧା : ଭିଜିଲାନ୍ସ ଜାଲରେ ପୈାରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ । ଜଟଣୀ ପୌରପାଳିକାରେ କାର୍ୟ୍ୟରତ କାର୍ୟ୍ୟନିର୍ବାହୀ ଅଧିକାରୀ ସୂର୍ୟ୍ୟମଣି ପାଟ୍ଟଯୋଶୀଙ୍କ ଘରେ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ । ଭୁବନେଶ୍ୱର ଜାଗମରା ଫ୍ଲାଟରୁ ମିଳିଲା ୧୭ ଲକ୍ଷ ନଗଦ ଟଙ୍କା । ସୋରଡା ସ୍ଥିତ ତିନୋଟି ଘର ଓ ଗଞ୍ଜାମ ଧରାକୋଟ ବ୍ଲକ ସିଙ୍ଗିପୁର ଗାଁରେ ଥିବା ଭଉଣୀଙ୍କ ଘରେ ଏକକାଳୀନ ଚାଲିଛି ଭିଜିଲାନ୍ସ ଚଢ଼ାଉ । ରେଡରେ ୯ ଡିଏସପି, ୪ ଇନିସପେକ୍ଟର, ୧୩ ଜଣ ଏସଆଇଏ ସାମିଲ ଅଛନ୍ତି । ଭୁବନେଶ୍ବର ସ୍ବତନ୍ତ୍ର ଜର୍ଜଙ୍କ ୱାରେଣ୍ଟ ଆଧାରରେ ଭୁବନେଶ୍ବର, ଜଟଣୀ, ବ୍ରହ୍ମପୁର ଓ ଗଞ୍ଜାମର ୧୦ ସ୍ଥାନରେ ରେଡ ଚାଲିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

ADVERTISEMENT
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...

Login