The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ ବେଗୁନିଆପଡା ବ୍ଲକ ସିଡିପିଓ

Facebook
Twitter
LinkedIn

ପୁରୁଷୋତ୍ତମପୁର : ଭିଜିଲାନ୍ସ ଜାଲରେ ସିଡିପିଓ। ଗଂଜାମ ବେଗୁନିଆପଡ଼ା ବ୍ଲକ ସିଡିପିଓଙ୍କୁ ଧରିଛି ଭିଜିଲାନ୍ସ । ୧୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ସିଡିପିଓ। ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କୁ ଧରିଲା ବ୍ରହ୍ମପୁର ଭିଜିଲାନ୍ସ । ସିଡିପିଓଙ୍କ କାର୍ୟ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ସିଡିପିଓଙ୍କ କାର୍ୟ୍ୟାଳୟରେ ଭିଜିଲାନ୍ସର ଗୋଟିଏ ଟିମ ଓ ବେଗୁନିଆପଡ଼ା ଥାନାରେ ଏକ ଟିମ ଉପସ୍ଥିତ ରହି ଛାନଭିନ ଚଳାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login