ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ତହସିଲଦାର । ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଭିଯୋଗରେ ଭୁବନେଶ୍ବର ଓ ବାଲେଶ୍ବରର ୭ଟି ସ୍ଥାନରେ ଚାଲିଛି ଚଢାଉ । ରେମୁଣା କାର୍ୟ୍ୟାଳୟ, ବାଲେଶ୍ବର ଭଡ଼ାଘର , ଭୁବନେଶ୍ବରର ଶୈଳଶ୍ରୀବିହାର, ରୁଦ୍ରପୁର ଫ୍ଲାଟ, ବାଲେଶ୍ବରର କୁରୁଡ଼ା ଓ ସୋରସ୍ଥିତ ଘରେ ଚଢ଼ାଉ କରାଯାଉଛି।ରେଡ୍ ରେ ୬ ଊଝଚ, ୩ ଇନ୍ସପେକ୍ଟର, ୧୦ ଇଝଓସାମିଲ ଅଛନ୍ତି । ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସର ଚଢ଼ାଉ କରାଯାଉଛି ।
Views: 41