The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ ତହସିଲଦାର

Facebook
Twitter
LinkedIn

କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍ । ତହସିଲଦାର ଚାର୍ଲସ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ । କରଞ୍ଜିଆ ସରକାରୀ ଘର ଓ ଭଦ୍ରକ ପୈତୃକ ଘରେ ରେଡ୍ । ଭିଜିଲାନ୍ସର ସ୍ୱତନ୍ତ୍ର ଟିମ ରେଡ୍ କରୁଛନ୍ତି । କରଞ୍ଜିଆ ବାସଭବନ ସମେତ କରଞ୍ଜିଆ ତହସିଲ କାର୍ୟ୍ୟାଳୟ ଏବଂ ଭଦ୍ରକ ଜିଲ୍ଲାରେ ରେଡ୍ ଚାଲିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login