The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ କିରାଣି

Facebook
Twitter
LinkedIn

ଯାଜପୁର : ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ । ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣି । ଜିଲ୍ଲା ମଙ୍ଗଳ ବିଭାଗ ଅଫିସର ମୁଖ୍ୟ କିରାଣି ଧରାପଡିଲେ । ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ କିରାଣି ସୁବ୍ରତ କାନୁନଗୋ । କ୍ଷତିପୂରଣ କରାଇ ଦେବାକୁ କହି ଲାଞ୍ଚ ନେବା ବେଳେ ଧରାପଡିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login