The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ ଆରଟିଓ ଟ୍ରାଫିକ ଇନସ୍ପେକ୍ଟର

Facebook
Twitter
LinkedIn

ଜଗତସିଂହପୁର : ବିରିବାଟି ନିକଟରୁ ଜଗତସିଂହପୁର ଆରଟିଓ ଟ୍ରାଫିକ ଇନିସିପେକ୍ଟରଙ୍କୁ ଗିରଫ କଲା କଟକ ଭିଜିଲାନ୍ସ ଟିମ । ସୂଚନା ମୁତାବକ ଗତକାଲି ସନ୍ଧ୍ୟା ସମୟରେ ଜଗତସିଂହପୁର ଆରଟିଓ ଟ୍ରାଫିକ ଇନସିପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର,ନିଜ କାର ଯୋଗେ ୪ଲକ୍ଷ ୨୭ ହଜାର ଲାଞ୍ଚ ଟଙ୍କା ନେଇ ଯାଉଥିବା ସମୟରେ ତାଙ୍କୁ କଟକ ଭିଜିଲାନ୍ସ ଟିମ ଆଗୁଆ ବିଶେଷ ସୂତ୍ରରୁ ସୂଚନା ପାଇଁ ହଠାତ ତାଙ୍କୁ ବିରିବାଟି ତାରିଣୀ ଛକ ନିକଟରେ ଅଟକାଇ ଉକ୍ତ ଟଙ୍କା କୁ ଜବତ କରିବା ସହିତ ଟଙ୍କା ର ହିସାବ ମାଗିଥିଲା । ହେଲେ ଉକ୍ତ ଟଙ୍କାର ସନ୍ତୋଷ ଜନକ ହିସାବ ନଦେଇ ପାରିବାରୁ ତାଙ୍କୁ ଗିରଫ କରିଛି କଟକ ଭିଜିଲାନ୍ସ ଟିମ । ଅନ୍ୟପଟେ ତାଙ୍କ ଭଡା ଘର ଓ ପୈତୃକ ବାସଭବନ ରେ ମଧ୍ୟ ଯାଇ ତଦନ୍ତ ଚଳାଇଛି ଭିଜାଲାନ୍ସ ଟିମ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଅଘଟଣ ; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି ; ଆଇନମନ୍ତ୍ରୀ

ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ

ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମୀକ୍ଷା ବୈଠକରେ ଯୋଗ ଦେବେ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ

ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...

Login