The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ ଆରଆଇ, ଅମିନ

Facebook
Twitter
LinkedIn

କୁଚିଣ୍ଡା : ଭିଜିଲାନ୍ସ ଜାଲରେ ଆରଆଇ, ଅମିନ । ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସରକାରୀ ବାବୁ କେଶାଇବାହାଲର ଆରଆଇ ଓ ଅମିନ । ଭୂମିହୀନଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଉଭୟଙ୍କୁ ଗିରଫ କରିଛି କୁଚିଣ୍ଡା ଭିଜିଲାନ୍ସ । ଗିରଫ ବ୍ୟକ୍ତି ହେଲେ କେଶାଇବାହାଲ ରାଜସ୍ୱ ନୀରିକ୍ଷକ ତୁଲସା ପ୍ରଧାନ ଓ ଅମିନ ମୁକେଶ ସାହୁ । ପୂର୍ବରୁ ମଧ୍ୟ ଜମିଜମା କାଗଜପତ୍ର କରାଇବା ପାଇଁ ଭୂମିହୀନଙ୍କଠାରୁ ଉଭୟ ୩ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହେବା ପରେ ଉଭୟଙ୍କୁ ରେଡ୍ ହ୍ୟାଣ୍ଡରେ ଧରିବାକୁ ଜାଲ ବିଛାଇଥିଲା ଭିଜିଲାନ୍ସ ଟିମ୍ । ଉଭୟଙ୍କ ସମ୍ପତ୍ତି ନେଇ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ଟିମ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ରୁଷରେ ଶକ୍ତିଶାଳୀ ଭୂକମ୍ପ,ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୮.୭ ରେକର୍ଡ

ରୁଷରେ ଶକ୍ତିଶାଳୀ ଭୂକମ୍ପ,ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୮.୭ ରେକର୍ଡ

ନୂଆଦିଲ୍ଲୀ : ରୁଷର ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୮.୭ ରେକର୍ଡ । ଭୂକମ୍ପର କେନ୍ଦ୍ରସ୍ଥଳ କାମଚାଟକା ଉପକୂଳ ନିକଟ...

ADVERTISEMENT

Login