ମାଲକାନଗିରି : ଭିଜିଲାନ୍ସ ଜାଲରେ ଆରଆଇ । ୨୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରାଜସ୍ୱ ନୀରିକ୍ଷକ । ଭିଜିଲାନ୍ସ ଜାଲରେ ସିନ୍ଧ୍ରିମାଲା ଆରଆଇ ସୀମାଞ୍ଚଳ ସାହୁ । ମାଲକାନଗିରି ଏୟାରଷ୍ଟ୍ରିପ ଲୀଗି ଜମିହରାଙ୍କ ଠାରୁ ଲାଞ୍ଚ ନେଉଥିଲେ । ୭ ଲକ୍ଷ ୪୪ ହଜାର କ୍ଷତିପୂରଣ କରାଇଦେବାକୁ କହି ଲାଞ୍ଚ ନେବା ବେଳେ ଧରା ପଡିଲେ । ଗୈାଡଗୁଡା ପଞ୍ଚାୟତରେ ଟଙ୍କା ନେବା ବେଳେ ଧରିଲା ଭିଜିଲାନ୍ସ ।
Views: 59