The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ, ଲାଞ୍ଚ ନେବା ବେଳେ ଧରାପଡିଲେ

Facebook
Twitter
LinkedIn

ରାଜକନିକା : ଭିଜିଲାନସ ଜାଲରେ ବିଇଓ ଅଫିସ ଆକାଉଣ୍ଟାଣ୍ଟ । ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନସ । ବକେୟା ବିଲ ପାସ୍ କରିବାକୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଶିକ୍ଷାଧିକାରୀ କାର୍ୟ୍ୟାଳୟର ଆକାଉଣ୍ଟାଣ୍ଟ ମହମ୍ମଦ ଫିରୋଜ ଖାନ ଲାଞ୍ଚ ନେଉଥିଲେ । ରାଜକନିକା ବ୍ଲକର ବିଭିନ୍ନ ସ୍କୁଲକୁ ଏକ ଲକ୍ଷ ୯୩ ହଜାର ଟଙ୍କାର ୟୁନିଫର୍ମ ଯୋଗାଇଥିଲା ଏକ ଏସଏଚଜି । ବକେୟା ବିଲ ପାସ କରିବାକୁ ଏସଏଚଜି ଠାରୁ ୨୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଫିରୋଜ ଖାନ । ଅଭିଯୋଗ ପରେ ଆଜି ଲାଞ୍ଚ ଟଙ୍କା ନେଉଥିବା ବେଳେ ଫିରୋଜଙ୍କୁ ଧରିଛି ଭିଜିଲାନସ ଟିମ । ତାଙ୍କୁ ଠାରୁ ୨୦ହଜାର ଲାଞ୍ଚ ଟଙ୍କା ଜବତ କରି ତଦନ୍ତ ଚଳାଇଛି ଭିଜିଲାନସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login