ଗଞ୍ଜାମ : ଭିଜିଲାନ୍ସ ଜାଲରେ ଗଞ୍ଜାମ ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ । କାର୍ଯ୍ୟ ନିର୍ବାହୀ ଅଧିକାରୀ ଓଏଏସ ବନମାଳୀ ଶତପଥୀ ଲାଞ୍ଚ ନେଇ କାବୁ । ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ । ଜଣେ କର୍ମଚାରୀଙ୍କ ରିଲିଜ ଅର୍ଡର ଓ ଏରିୟର କରାଇଦେବାକୁ ନେଉଥିଲେ । ଲାଞ୍ଚ ନେଇ ଧରାପଡିବା ପରେ ବନମାଳୀଙ୍କ ୩ଟି ସ୍ଥାନରେ ରେଡ ଆରମ୍ଭ । ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ।
Views: 62