The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

Facebook
Twitter
LinkedIn

ନୟାଗଡ : ଭିଜିଲାନ୍ସ ଜାଲରେ ଗଣିଆ ଅତିରିକ୍ତ ତହସିଲଦାର । ଲାଞ୍ଚ ନେଇ ଧରାପଡିଲେ ଅତିରିକ୍ତ ତହସିଲଦାର ବନମାଳି ପରିଡା । ସରକାରୀ କ୍ୱାର୍ଟର୍ସରେ ୩ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ । ବାଲି ବୋଝେଇ ଟ୍ରକ ଛାଡିବାକୁ ଲାଞ୍ଚ ନେଉଥିଲେ ଅତିରିକ୍ତ ତହସିଲଦାର ।
ଅଭିଯୋଗ ଅନୁସାରେ ବାଲି ଟ୍ରକ୍ ଛାଡ଼ିବା ପାଇଁ ୧୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବରୁ ଆଗରୁ ୧୦ ହଜାର ଟଙ୍କା ନେଇଥିଲେ ଅତିରିକ୍ତ ତହସିଲଦାର । ଆଜି ବାକି ୩ ହଜାର ନେଲା ବେଳେ ନୟାଗଡ଼ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login