ଭାଲୁ ବାଘ , କୁତା ନୁହେଁ :ତାରା

ଭୁବନେଶ୍ୱର : ଭାଲୁ ବାହିନୀ ପତି ରୟାଲ ଟାଇଗର । କୁତା ନୁହେଁ ବୋଲି କହିଲେ ତାରା । କଂଗ୍ରେସ ବିଧାୟକଙ୍କ ଦଳ ବଦଳ ଚର୍ଚ୍ଚା ନେଇ ତାରାଙ୍କ କଡା ପ୍ରତିକ୍ରିୟା । କଂଗ୍ରେସର ୯ ଜଣ ବିଜେଡିରେ ମିଶିବାକୁ ଚାହୁଁଥିବା ଭୁଲ କଥା । ଭାଲୁ ବାହିନୀପତି ରୟାଲ ଟାଇଗର । କେବେ କେଉଁ ଦଳକୁ ଯିବନି । ମୁଁ କୁତା ନୁହେଁ ବାଘ , ଭାଘ ଭୋକରେ ମରିଯିବ କିନ୍ତୁ ଘାସ ଖାଇବନି । … Continue reading ଭାଲୁ ବାଘ , କୁତା ନୁହେଁ :ତାରା