ଭୁବନେଶ୍ୱର : ଭାଲୁ ବାହିନୀ ପତି ରୟାଲ ଟାଇଗର । କୁତା ନୁହେଁ ବୋଲି କହିଲେ ତାରା । କଂଗ୍ରେସ ବିଧାୟକଙ୍କ ଦଳ ବଦଳ ଚର୍ଚ୍ଚା ନେଇ ତାରାଙ୍କ କଡା ପ୍ରତିକ୍ରିୟା । କଂଗ୍ରେସର ୯ ଜଣ ବିଜେଡିରେ ମିଶିବାକୁ ଚାହୁଁଥିବା ଭୁଲ କଥା । ଭାଲୁ ବାହିନୀପତି ରୟାଲ ଟାଇଗର । କେବେ କେଉଁ ଦଳକୁ ଯିବନି । ମୁଁ କୁତା ନୁହେଁ ବାଘ , ଭାଘ ଭୋକରେ ମରିଯିବ କିନ୍ତୁ ଘାସ ଖାଇବନି । ମୁଖ୍ୟମନ୍ତ୍ରୀ ଶରତ ପଟ୍ଟନାୟକ କି ବିଜୟ ପଟ୍ଟନାୟକ ହୁଅନ୍ତୁ , କିଛି କହିବାର ନାହିଁ । ଦଳରେ ଗୋଷ୍ଠୀ ବିବାଦ ରହିଥିବା କଥା ସତ ବୋଲି କହିଲେ ତାରା ।
Views: 94