The Ultimate Managed Hosting Platform
ADVERTISEMENT

ଭାଲୁ ଆକ୍ରମଣରେ ଜଣେ ଗୁରୁତର

Facebook
Twitter
LinkedIn

ଯାଜପୁର : ଶୈାଚ ହେବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଜଣେ ଗୁରୁତର । ଯାଜପୁର ରୋଡ ବନାଞ୍ଚଳ କୋରାବନ୍ଦୀ ଗାଁରେ ଭାଲୁ ଆତଙ୍କ । ଆଜି ଭୋର୍ ସମୟରେ କୋରାବନ୍ଦୀ ଗାଁର ଲକ୍ଷ୍ମଣ ପରିଡା ଶୌଚ ପାଇଁ ଯାଇଥିବା ବେଳେ ଭୁଲ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଲକ୍ଷ୍ମଣଙ୍କୁ ଉଦ୍ଧାର କରି ପ୍ରଥମେ ଯାଜପୁର ରୋଡ ମେଡିକାଲ ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login