The Ultimate Managed Hosting Platform
ADVERTISEMENT

ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସିଲା ଟ୍ରକ

Facebook
Twitter
LinkedIn

କେନ୍ଦୁଝର : କେନ୍ଦୁଝରରେ ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଆଇରନ ବୋଝେଇ ଟ୍ରକ ଖସି ପଡିଛି । ଘଟଣା ସ୍ଥଳରେ ଡ୍ରାଇଭର ମୃତ । ଆଜି ଭୋର ସମୟରେ କେନ୍ଦୁଝର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥରେ ପାରାଦ୍ଵୀପ ଆଭିମୁଖେ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ ଜାମୁନାନିଆ ଗାଁ ନିକଟରେ ଥିବା ଏକ ପୋଲ ଉପରୁ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା । ଘଟଣା ସ୍ଥଳରେ ଟ୍ରକରେ ଚାପି ହୋଇ ଡ୍ରାଇଭର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିବା ସହ ଟ୍ରକ ଟିକୁ କ୍ରନ୍ ସାହାଯ୍ୟ ରେ ଉପରକୁ ଉଠାଇଛି । ବର୍ତ୍ତମାନ ସୁଦ୍ଧା ମୃତ ଡ୍ରାଇଭରର ପରିଚୟ ମିଳିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login