ଭୁବନେଶ୍ୱର : ଓଡିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଲୋଗୋ ଉନ୍ମୋଚିତ । ଭୁବନେଶ୍ୱର ଲୋଗୋ ଉନ୍ମୋଚନ ଅବସରରେ ଶରତ ରାଉତଙ୍କ ସୂଚନା । ଯାତ୍ରା ବେଳେ ଓଡିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ । ରାଜ୍ୟର ୪ଟି ଜିଲ୍ଲା ଦେଇ ଯିବ ଭାରତ ଯୋଡୋ ନ୍ୟାୟ ଯାତ୍ରା । ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଓ ଝାରସୁଗୁଡା ଦେଇ ଯିବ ଭାରତ ଯୋଡୋ ଯାତ୍ରା ।
Views: 70