The Ultimate Managed Hosting Platform
ADVERTISEMENT

ଭାରତ ବିପକ୍ଷ ପଞ୍ଚମ ଟେଷ୍ଟରେ ଖେଳିବେନି ଷ୍ଟୋକ୍ସ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତ ବିପକ୍ଷ ୫ମ ଟେଷ୍ଟ ଖେଳିବେନି ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ । ଆହତ ସମସ୍ୟା ପାଇଁ ଖେଳି ପାରିବେନି । ତାଙ୍କ ସ୍ଥାନରେ ଓଲି ପୋପ ନେବେ ଦାୟିତ୍ୱ । ଏଥି ସହ ଇଂଲଣ୍ଡ ଚୂଡାନ୍ତ ଏକାଦଶରେ ୪ଟି ପରିବର୍ତ୍ତନ ନେଇ ସୂଚନା ଜାରି । ଷ୍ଟୋକ୍ସଙ୍କ ସମେତ ସ୍ପିନର ଲିଆମ୍ ଡସନ୍ ଏବଂ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଓ ବ୍ରାଇଡନ୍ କାର୍ସ ମଧ୍ୟ ଦଳରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଯୁବ ଖେଳାଳି ଜ୍ୟାକବ୍ ବେଥେଲଙ୍କୁ ସୁଯୋଗ ଦିଆଯାଇଛି, ଯିଏକି ୬ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ । ଏହାଛଡ଼ା ଦ୍ରୁତ ବୋଲିଂ ବିଭାଗକୁ ମଜବୁତ୍ କରିବା ପାଇଁ ଗସ୍ ଆଟକିନସନ୍, ଜେମି ଓଭରଟନ୍ ଏବଂ ଜୋଶ୍ ଟଙ୍ଗଙ୍କୁ ଦଳରେ ସାମିଲ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନୈାସେନାର ଏଫ-୩୫ ଫାଇଟର ଜେଟ ଦୁର୍ଘଟଣାଗ୍ରସ୍ତ

ନୈାସେନାର ଏଫ-୩୫ ଫାଇଟର ଜେଟ ଦୁର୍ଘଟଣାଗ୍ରସ୍ତ

ଆମେରିକା : ଆମେରିକାରେ ନୌସେନାର ଏଫ-୩୫ ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ । କେନ୍ଦ୍ରୀୟ କାଲିଫର୍ଣ୍ଣିଆର ନାଭାଲ ଏୟାର ଷ୍ଟେସନ ଲିମୋର ନିକଟରେ ଏହି ଦୁର୍ଘଟଣା ହୋଇଛି ।...

ADVERTISEMENT
ଆସିଲା “ସୁଭଦ୍ରା” ଦ୍ୱିତୀୟ କିସ୍ତି ଟଙ୍କା

ଜୟପୁରରୁ ସୁଭଦ୍ରା ୩ୟ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୯ ତାରିଖରେ ଜୟପୁରରୁ ସୁଭଦ୍ରା ତୃତୀୟ କିସ୍ତି ଅର୍ଥ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । କୋଟିଏରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କୁ ଏକକାଳୀନ ଯିବ ସୁଭଦ୍ରା ଅର୍ଥ ।...

Login