The Ultimate Managed Hosting Platform
ADVERTISEMENT

ଭାରତ ଆଡକୁ ବଢୁଛି ବାତ୍ୟା ବିପର୍ଯ୍ୟୟ, ଏହିସବୁ ରାଜ୍ୟକୁ ପ୍ରବଳ ବର୍ଷା ନେଇ ଆଗୁଆ ସତର୍କ ସୂଚନା

Facebook
Twitter
LinkedIn

ନୂଆଦିଲ୍ଲୀ : ଦେଶର ଉପକୂଳ ଅଞ୍ଚଳକୁ ଏବେ ବାତ୍ୟା ବିପର୍ୟ୍ୟୟର ଭୟ ଘାରିଛି । ପାଣିପାଗ ବିଭାଗର ବୈଜ୍ଞାନିକଙ୍କ ମତରେ ବାତ୍ୟା ବିପର୍ୟ୍ୟୟ ଆଗାମୀ ୪୮ଘଣ୍ଟା ମଧ୍ୟରେ ଅର୍ଥାତ ୧୦ ତାରିଖ ଭିତରେ ଗମ୍ଭୀର ବାତ୍ୟାର ରୂପନେବ । ଏହାପରେ ଆଗାମୀ ୩ଦିନ ମଧ୍ୟରେ ଉତ୍ତର ଭାରତ ଦିଗରେ ଆଗକୁ ବଢିବ ।
ସ୍କାଇମେଟ୍ ୱେଦର ମୁତାବକ ଆଗାମୀ ୩ଦିନ ପର୍ୟ୍ୟନ୍ତ ଏହି ବାତ୍ୟା ବହୁତ ଗମ୍ଭୀର ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ଟ୍ୱିଟ୍ ମୁତାବକ ବାତ୍ୟା ବିପର୍ୟ୍ୟୟ ପୂର୍ବ-ମଧ୍ୟ ଆରବସାଗର ଉପରେ ଜୁନ ୮ ତାରିଖ ୦୮.୩୦ ମିନିଟ ସମୟରେ କେନ୍ଦ୍ରିଭୂତ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଗୁଜରାଟ ସରକାର ଜୁନ ୧୪ ତାରିଖ ପର୍ୟ୍ୟନ୍ତ ମାଛ ଧାରାଳୀଙ୍କୁ ସୁମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିଛି । ଲାକ୍ଷାଦୀପ, ଗୋଆ, କର୍ଣ୍ଣାଟକ, ମହାରାଷ୍ଟ୍ରର ଉପକୂଳ ଅଞ୍ଚଳରେ ବାତ୍ୟାର କିଛି ପ୍ରଭାବ ପଡିବ ବୋଲି କୁହାଯାଇଛି । ଏହାସହ ପାଣିପାଗ ବିଭାଗ ତରଫରୁ ଏହି ସବୁ ଅଞ୍ଚଳରେ ପବନ ହେବା ନେଇ ଚେତାବନୀ ଦେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login