The Ultimate Managed Hosting Platform
ADVERTISEMENT

ଭାରତର ପ୍ରଥମ ଉଚ୍ଚସ୍ତରୀୟ ବୈଠକ; ଆଜି ଭାରତ ଆସୁଛନ୍ତି ଋଷ ବିଦେଶ ମନ୍ତ୍ରୀ

Facebook
Twitter
LinkedIn

ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରେ ଋଷର ଭାରତ ସହ ପ୍ରଥମ ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଉଛି । ଆଜି ଭାରତ ଗସ୍ତରେ ଆସୁଛନ୍ତି ଋଷ ବିଦେଶ ମନ୍ତ୍ରୀ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଭାରତରେ ରହିବେ ସର୍ଗେୟି ଲାବରୋବ । ଲାବରୋବ ୨ ଦିନିଆ ଚୀନ୍ ଗସ୍ତ ପରେ ଭାରତ ଗସ୍ତରେ ଆସିବେ । ସେହିପରି ଆମେରିକା ଉପ ଜାତୀୟ ସୁରକ୍ଷା ଉପଦେଷ୍ଟା ଭାରତ ଗସ୍ତରେ ଅଛନ୍ତି । ଏହା ସହ ବ୍ରିଟେନ୍ ବିଦେଶ ସଚିବ ଭାରତ ଗସ୍ତରେ ଆସୁଛନ୍ତି । ସେହିପରି ଜର୍ମାନ ବିଦେଶ ଓ ସୁରକ୍ଷା ନୀତି ଉପଦେଷ୍ଟା ଭାରତ ଗସ୍ତରେ ଆସୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login