The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଭାରତକୁ ଫେରିଲେ ପାକିସ୍ତାନ ପ୍ରେମିକଙ୍କ ପାଇଁ ଯାଇଥିବା ସଞ୍ଜୁ

Facebook
Twitter
LinkedIn

ନୂଆଦିଲ୍ଲୀ : ୫ ମାସ ପାକିସ୍ତାନରେ ରହିବା ପରେ ଭାରତକୁ ଫେରିଲେ ସଞ୍ଜୁ । ପାକିସ୍ତାନୀ ପ୍ରେମିକ ନସରୁଲ୍ଲାଙ୍କ ପାଇଁ ଦେଶ ଛାଡିଥିବା ଭାରତୀୟ ମହିଳା ଅଞ୍ଜୁ ଘରକୁ ଫେରିଛନ୍ତି । ଅଟାରୀ-ୱାଘା ବର୍ଡର ଦେଇ ଭାରତରେ ପ୍ରବେଶ କରିଛନ୍ତି । ଅଞ୍ଜୁ ଭାରତ ଫେରିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭାରତ ଫେରିଥିବା ଅଞ୍ଜୁଙ୍କର ପ୍ରଥମ ଫଟୋ ବିଏସ୍ଏଫ୍ କ୍ୟାମ୍ପରୁ ସାମ୍ନାକୁ ଆସିଛି। ଅଞ୍ଜୁ ଏହି ଫଟୋରେ କଳା ପୋଷାକ ପରିଧାନ କରିଛନ୍ତି । ଅଞ୍ଜୁଙ୍କୁ ଦିଲ୍ଲୀରେ ମଧ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଜେରା କରିପାରନ୍ତି ବୋଲି କୁହାଯାଉଛି ।
ଅଞ୍ଜୁଙ୍କ ସ୍ୱାମୀ ନସରୁଲ୍ଲାହ କହିଛନ୍ତି କି , ଅଞ୍ଜୁ ନିଜ ଇଚ୍ଛାରେ ପାକିସ୍ତାନରୁ ଭାରତ ଯାଇଛନ୍ତି । ପ୍ରଥମେ ଅଞ୍ଜୁ ନିଜର ସମସ୍ୟାକୁ ସମାଧାନ କରିବେ ଏହା ପରେ ମୁଁ ଭାରତକୁ ଯିବି । ଅଞ୍ଜୁ ପାକିସ୍ତାନରେ ରହି ଖୁସି ଥିଲେ । ମୁଁ ମଧ୍ୟ ତାଙ୍କ ପିଲାଙ୍କ ଭାର ଉଠାଇବା ପ୍ରସ୍ତୁତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...

ADVERTISEMENT
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...

Login