The Ultimate Managed Hosting Platform
ADVERTISEMENT

ଏସୀୟ କ୍ରୀଡାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ

Facebook
Twitter
LinkedIn

ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ । ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ । ରୁଦ୍ରାଂଶ, ଐଶ୍ୱର୍ଯ୍ୟ,ଦିବ୍ୟାଂଶ ଟିମ୍ ଇଭେଣ୍ଟରେ ଜିତିଲେ ସ୍ୱର୍ଣ୍ଣ । ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛି ଭାରତ। ରୋଇଂରେ ଭାରତକୁ ମିଳିଛି ବ୍ରୋଞ୍ଜ ପଦକ। ଏସିଆନ ଗେମ୍ସରେ ବର୍ତ୍ତମାନ ସୁଦ୍ଧା ଭାରତକୁ ମିଳିଛି ୭ଟି ପଦକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login