The Ultimate Managed Hosting Platform
ADVERTISEMENT

ଭାରତକୁ ଘାତକ ଯୁଦ୍ଧ ଯାନ ‘ଷ୍ଟ୍ରାଇକର୍’ ବିକିବ ଆମେରିକା

Facebook
Twitter
LinkedIn

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଆମେରିକା ଗସ୍ତରେ ଅଛନ୍ତି । ମୋଦୀଙ୍କ ଏହି ଗସ୍ତ ଓ ଦୁଇ ଦେଶ ମଧ୍ୟରେ ବଢୁଥିବା ଘନିଷ୍ଠତା ଉପରେ ସାରା ବିଶ୍ୱର ନଜର ରହିଛି । ଏହି ଗସ୍ତ ସମୟରେ ଆମେରିକା ଭାରତକୁ ଆଠ ଚକିଆ ଯୁଦ୍ଧ ଯାନ ‘ଷ୍ଟ୍ରାଇକର’ ଏବଂ ଏମ୍ ୭୭୭ ତୋପ ଦେବାକୁ ପ୍ରସ୍ତାବ ଦେଇଛି। ନୂଆଦିଲ୍ଲୀ ଏବଂ ୱାଶିଂଟନର ଅଧିକାରୀଙ୍କ ବୟାନ ଦେଇ ହିନ୍ଦୁସ୍ତାନ ଖବରକାଗଜ ରିପୋର୍ଟ କରିଛି ଯେ ଏହି ଦୁଇଟିର ବିକ୍ରି ସଂପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ବାଇଡେନ୍ ପ୍ରଶାସନର ସର୍ତ୍ତ ଉପରେ ନିର୍ଭର କରେ । ତାଲିବାନର ମୁକାବିଲା ପାଇଁ ଏହି ଷ୍ଟ୍ରାଇକରଙ୍କୁ ଆଫଗାନିସ୍ତାନରେ ନିୟୋଜିତ କରାଯାଇଥିଲା ଏବଂ ବାଇଡେନ ତାଙ୍କୁ ୟୁକ୍ରେନ ପଠାଇବାକୁ ଯୋଜନା କରୁଥିବା ସୂଚନା ମିଳିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login