The Ultimate Managed Hosting Platform
ADVERTISEMENT

ଭାଙ୍ଗିଲା ଆଖଣ୍ଡଳମଣୀ ପୋଖରୀ ପାଚେରୀ

Facebook
Twitter
LinkedIn

ଚାନ୍ଦବାଲି : ଆରଡି ଆଖଣ୍ଡଳମଣୀ ପୀଠ ପୋଖରୀ ପାଚେରୀ ଭାଙ୍ଗିଲା । ଆଖଣ୍ଡଳମଣୀ ପୀଠ ସାମ୍ନା ଶିବଗଙ୍ଗା ପୋଖରୀ ପାଚେରୀ ଭାଙ୍ଗିଲା । ୪୦ ଫୁଟ ଯାଏଁ ଡ୍ରେନ ସହ ସୁରକ୍ଷା ପାଚେରୀ ଭାଙ୍ଗି ଧସି ଯାଇଛି । ପାଚେରୀ ଧସି ଯିବାରୁ ପୋଖରୀ ପାଖ ରାସ୍ତାରେ ଫାଠ ସୃଷ୍ଟି ହୋଇଛି । ରାତିରେ ପାଚେରୀ ଧସିଯିବାରୁ ବଡ ଧରଣର ବିପଦ ଟଳିଛି । ଶିବଗଙ୍ଗା ପୁଷ୍କରିଣୀ ଶୁଖାଯାଇ କାମ ଜାରି ରହିଛି । ଏହି କାମ ସମୟରେ ଉକ୍ତ ଡ୍ରେନ ଓ ପାଚେରୀ କଡରୁ ମାଟି ଖୋଳି ନେବାରୁ ଡ୍ରେନ ସହ ପାଚେରୀ ଧସିଥିବା କୁହାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login