The Ultimate Managed Hosting Platform
ADVERTISEMENT

ଭାଇକୁ ଭାଇର ତୀରମାଡ

Facebook
Twitter
LinkedIn

ମାଲକାନଗିରି : ଜମି ବିବାଦକୁ କେନ୍ଦ୍ର କରି ଭାଇକୁ ଭାଇର ତୀରମାଡ । ୪ଟି ତୀରରୁ ଗୋଟିଏ ତୀର ପିଠିରେ , ୩ ଟି ହାତରେ ପଶିଯାଇଛି । କାଲିମେଳା ବ୍ଲକ ମାଲଭରମ ପଞ୍ଚାୟତ କମାରଗୁଡା ଗାଁରେ ତୀରମାଡ । ତୀର ପଶିଥିବା ଭାଇକୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଗଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login