The Ultimate Managed Hosting Platform
ADVERTISEMENT

ଭଦ୍ରକ ଷ୍ଟେସନ ଛାଡିଲା ସ୍ୱତନ୍ତ୍ର ଟ୍ରେନ୍

Facebook
Twitter
LinkedIn

ଭଦ୍ରକ: ଆଜି ମଧ୍ୟାହ୍ନ ୧ଟା ୩୨ମିନିଟରେ ଭଦ୍ରକକୁ ଚେନ୍ନାଇ ଅଭିମୁଖେ ଯାଇଛି ସ୍ୱତନ୍ତ୍ର ଟ୍ରେନ। ଏଥିପାଇଁ ସବୁ ବ୍ୟବସ୍ଥା ରେଳ ବିଭାଗ ପକ୍ଷରୁ ହୋଇଥିଲା। ଗତ କାଲି ରାତିରେ ଏହି ଟ୍ରେନଟି ଭଦ୍ରକ ରେଳ ଷ୍ଟେସନରେ ପହଂଚି ଥିଲା, ଆଜି ବାହାନଗା ଠାରେ ଟ୍ରେନ ଦୁର୍ଘଟଣାର ମୃତ୍ୟୁ ବରଣ କରିଥିବା ଲୋକଙ୍କ ଚିହ୍ନଟ ଚାଲିଛି। ସେହିପରି କରମଣ୍ଡଳ ଟ୍ରେନର ଦୁର୍ଘଟଣା ପରେ ସୁସ୍ଥ ଥିବା ଏବଂ ଆହତ ହୋଇ ସୁସ୍ଥ ହୋଇ ଥିବା ଯାତ୍ରୀ ମନେ ଭଦ୍ରକ ରେଳ ଷ୍ଟେସନରେ ପହଂଚି ଏହି ଟ୍ରେନରେ ବସି ଚେନ୍ନାଇ ଅଭିମୁଖେ ଯାଇଛନ୍ତି। ଅନେକ ସମ୍ପର୍କୀୟ ତାଙ୍କ ଲୋକଙ୍କୁ ନପାଇ ମନ ଦୁଃଖରେ ଏହି ଟ୍ରେନରେ ଯାଇଛନ୍ତି। ଅନ୍ୟପକ୍ଷରେ ଉକ୍ତ ସ୍ୱତନ୍ତ୍ର ଟ୍ରେନ ଟିରେ ମୃତକଙ୍କ ଶବ ନେବା ପାଇଁ ପାର୍ସଲ ବଗିର ବ୍ୟବସ୍ଥା ଥିବା ରେଳ ବିଭାଗ ସୂଚନା ଦେଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login