The Ultimate Managed Hosting Platform
ADVERTISEMENT

ଭତ୍ତା ଟଙ୍କା ପାଇଁ ବାପାର ଜୀବନ ନେଲା ପୁଅ

Facebook
Twitter
LinkedIn

ପୋଲସରା : ଭତ୍ତା ଟଙ୍କା ପାଇଁ ବାପାକୁ ପିଟିପିଟି ଜୀବନ ନେଲା ପୁଅ । କବିସୂର୍ଯ୍ୟନଗର ଥାନା ଏ.ବରିଡା ଗାଁରେ ଘଟିଛି ହତ୍ୟା କାଣ୍ଡ । ମୃତକ ହେଲେ ପଦ୍ମନାଭ ସାହୁ । ଅଭିଯୁକ୍ତ ପୁଅ ହେଉଛି ରମେଶ ସାହୁ । ତେବେ ପୋଲିସ ଅଭିଯୁକ୍ତକୁ ଅଟକ ରଖି ମୃତଦେହ ବ୍ୟବଛେଦ ପାଇଁ ପଠାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login