The Ultimate Managed Hosting Platform
ADVERTISEMENT

ଭଣଜା ପାଇଁ କୂଅକୁ ଡେଇଁଲେ ମାମୁଁ

Facebook
Twitter
LinkedIn

ଆଠଗଡ : କୂଅରୁ ଭଣଜାକୁ ଉଦ୍ଧାର କରିବାକୁ ଯାଇ ମାମୁ ଗୁରୁତର । ଭଣଜାକୁ ସୁରକ୍ଷିତ ଉଦ୍ଧାର କରିବା ପରେ ନିଜେ ଫସିଗଲେ ମାମୁ । କୂଅରୁ ମାମୁକ ୁଉଦ୍ଧାର କରି ମେଡିକାଲ ପଠାଇଲା ଅଗ୍ନିଶମ ଟିମ୍ । ପୁରୁଣା ତିଗିରିଆରେ ଖେଳିବା ବେଳେ କୂଅରେ ପଡିଯାଇଥିଲା ଭଣଜା । ୩ ବର୍ଷର ଭଣଜାକୁ ଉଦ୍ଧାର କରିବାକୁ କୂଅକୁ ଡେଇଁ ପଡିଥିଲେ ମାମୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login