The Ultimate Managed Hosting Platform
ADVERTISEMENT

ବ୍ଲୁ ଲେକରେ ଭାସୁଛି ମୃତଦେହ

Facebook
Twitter
LinkedIn

ନୀଳଗିରି : ବ୍ଲୁ ଲେକରେ ଭାସୁଛି ଯୁବକଙ୍କ ମୃତଦେହ । ନୀଳଗିରି ମଛୁଆ ଗାଁ ନିକଟରେ ଥିବା ପରିତ୍ୟକ୍ତ ଖାଦାନ ନିକଟରୁ ଦୁଇ ଯୁବକଙ୍କ ମୃତଦେହ ସହ ଜୋତା ଓ ଗାଡ଼ି ଉଦ୍ଧାର କରାଯାଇଛି । ସେଠାରେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଛି । କାଂଶ ଗାଁର ସନ୍ତୋଷ ରାଉତଙ୍କ ପୁଅ ଭବାନୀ ଶଙ୍କର ଓ ସଂଜୟ ମହାପାତ୍ରଙ୍କ ପୁଅ ମନୋରଞ୍ଜନ ୫ ଦିନ ହେଲା ନିଖୋଜ ଥିବା ବେଳେ ଏବେ ମୃତଦେହ ଭାସୁଥିବାରୁ ସନ୍ଦେହ ସୃଷ୍ଟି ହୋଇଛି । ସେହି ମୃତଦେହ ତାଙ୍କର ନାଁ ଆଉ କାହାର ତାହା ତଦନ୍ତ ପରେ ଜଣାପଡ଼ିବ ।ମୃତଦେହଟି କାହାର ସ୍ପଷ୍ଟ ହୋଇନି , ଘଟଣାସ୍ଥଳରେ ପୋଲିସର ଛାନଭିନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login