ନୂଆପଡା : ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଲା ବାଇକ । ଦୁର୍ଘଟଣାରେ ୨ ଜଣଙ୍କର ଜୀବନ ଯାଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । କୋମମନା ଥାନା ତରବୋଡ ନିକଟ ଡଙ୍ଗାଘାଟ ବ୍ରିଜ ଉପରୁ ତଳକୁ ଖସିଲା । ୨ ଜଣ ଗୁରୁତରଙ୍କୁ ନୂଆପଡା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୪ ଜଣ ସାଙ୍ଗ ଧନୁଯାତ୍ରା ଦେଖି ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ।
Views: 90











