The Ultimate Managed Hosting Platform
ADVERTISEMENT

ବ୍ରାଜିଲରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

Facebook
Twitter
LinkedIn

ବ୍ରାଜିଲ : ବ୍ରାଜିଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଉତ୍ତର-ପୂର୍ବ ବ୍ରାଜିଲର ପର୍ନାମ୍ବୁକୋ ରାଜ୍ୟରେ ଏକ ବସ୍ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ବ୍ରାଜିଲର ଫେଡେରାଲ୍ ହାଇୱେ ପୋଲିସର ସୂଚନା ଅନୁଯାୟୀ, ବସ୍ ଡ୍ରାଇଭର ହଠାତ୍ ନିୟନ୍ତ୍ରଣ ହରାଇ ବସିଥିଲେ ।
ପୋଲିସ କହିଛି ଯେ ବସଟି ବିପରୀତ ଲେନକୁ ପାର ହୋଇ ରାସ୍ତା କଡ଼ରେ ଥିବା ପଥରରେ ପିଟି ହୋଇଗଲା । ଏହାପରେ ଏକ ବାଲିବନ୍ଧରେ ପିଟି ହୋଇ ଓଲଟି ପଡ଼ିଲା । ଫେଡେରାଲ୍ ହାଇୱେ ପୋଲିସ କହିଛି ଯେ ଦୁର୍ଘଟଣାର କାରଣ ତଦନ୍ତ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login