ସୁବର୍ଣ୍ଣପୁର : ବୋରୱେଲରୁ ଉଦ୍ଧାର ହେଲେ ବୃଦ୍ଧା । ବୋରୱେଲରୁ ଉଦ୍ଧାର ବୃଦ୍ଧା ଦୁଃଖୀ ନାୟକଙ୍କ ମୃତ୍ୟୁ । ସୋନପୁର ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ଉଦ୍ଧାର ପରେ ବୃଦ୍ଧାଙ୍କୁ ସୋନପୁର ହସ୍ପିଟାଲ ନିଆାଯାଇଥିଲା । ଦୀର୍ଘ ୫ ଘଣ୍ଟାର ଅପରେସନ ପରେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିଲା । ୫ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ଉଦ୍ଧାର କରିଥିଲେ ଅଗ୍ନିଶମ ଟିମ୍ । କାଲିଠାରୁ ୨୦ ଫୁଟ୍ ଗାତରେ ଖସି ପଡିଥିଲେ ୮୦ ବର୍ଷୀୟା ବୃଦ୍ଧା ।
ମେଡିକାଲ ଆସିବା ପୂର୍ବରୁ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା କହିଲେ ଡାକ୍ତର । ସୋନପୁର ମେଡିକାଲ ଡାକ୍ତର ସୋମି ପୁରୋହିତଙ୍କ ସୂଚନା । ହସ୍ପିଟାଲରେ ପହଁଚିବାର ଅନେକ ପୂର୍ବରୁ ମୃତ୍ୟୁ ହୋଇଛି । ଅନ୍ୟପଟେ ବୋରୱେଲରେ ପଡିଥିବା ବୃଦ୍ଧାଙ୍କ ପାଖରେ ଥିଲା ସାପ । ଅଗ୍ନିଶମ ଟିମ୍ ଉଦ୍ଧାର ବେଳେ ଦେଖାଯାଇଥିଲା ସାପ । ବୃଦ୍ଧାଙ୍କ ପାଖରେ ଥିବା ଏକ ଗାତରେ ସାପଟି ଲୁଚି ରହିଥିଲା । ବିଷଧର ଚିତି ସାପ ଥିବା ଅଗ୍ନିଶମ କର୍ମଚାରୀଙ୍କ ସୂଚନା । ତେବେ ସାପଟି ଟିକେ ଦୂରରେ ଥିବାରୁ ତାଙ୍କୁ କାମୁଡି ନଥିବା ଅନୁମାନ ।
ବୋରୱେଲରୁ ଉଦ୍ଧାର ବୃଦ୍ଧା ମୃତ

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...