ପାଲଲହଡା : ବୋମା ବିସ୍ଫୋରଣରେ ପୁଅ ମୃତ, ବାପା ଗୁରୁତର । ମୃତ ପୁଅ ସରୋଜ ପ୍ରଧାନ, ଗୁରୁତର ବାପା ପ୍ରମୋଦ ପ୍ରଧାନ । ସମଲ ଥାନା ସିପୁର ଗାଁରେ ଘର ପାଖରେ ବୋମା ବିସ୍ଫୋରଣ । ଜନ୍ତୁ ଶିକାର ପାଇଁ ରଖାଯାଇଥିବା ବୋମା ବିସ୍ଫୋରଣ ସୂଚନା । ଗୁରୁତର ଅବସ୍ଥାରେ ବାପା କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
Views: 61











