The Ultimate Managed Hosting Platform
ADVERTISEMENT

ବୋମାମାଡ ସହ ଜାଳି ଦେଲେ କାର

Facebook
Twitter
LinkedIn

କାମାକ୍ଷାନଗର : ବ୍ୟବସାୟୀଙ୍କ ଗ୍ୟାରେଜରେ ବୋମାମାଡ । ବୋମାମାଡ ସହ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଦୁର୍ବତ୍ତ । ସାଇ ବିହାର ଲେନରେ ବ୍ୟବସାୟୀଙ୍କ ଗ୍ୟାରେଜରେ ବୋମା ମାଡ । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଦୁର୍ବୃତ୍ତ ବୋମା ମାରିବା ସହ ପେଟ୍ରୋଲ ପକାଇ ପିକଅପ ଭ୍ୟାନ ଜାଳି ଦେଇଛନ୍ତି । ଏହାଛଡ଼ା ଦାମୀ ଫର୍ଚ୍ୟୁନର ଉପରେ ମଧ୍ୟ ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ। କାମାକ୍ଷାନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି । କିଏ ଓ କାହିଁକି ବୋମାମାଡ଼ କରିଛି ସେନେଇ ପୋଲସ ତଦନ୍ତ କରୁଛି । ବ୍ୟବସାୟିକ ଶତୃତାରୁ କେହି ଏପରି କରିଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login